ଡାଇରେକ୍ଟର୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଡିରେକ୍ଟର୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

ସମ୍ପାଦନା
୧. ଶିଳ୍ପ, କୃଷି ବା ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତୃପକ୍ଷ —୧. The Provincial Head of Education, Industries or Agriculture; Director of Public Instruction; Director of Agriculture.
୨. ଯୌଥ କୋମ୍ପାନୀ ବା ସଂଘର ପରିଚାଳକ ବ୍ୟକ୍ତି — ୨. Director of a Company.