ଡାଇରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଡାଏରି, ଡାୟରି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. ଦୈନିକ ଘଟଣାର ସ୍ମାରକ ଲିପି ବା ବିବରଣ —Diary.
୨. ଦୁଧ, ଦହି, ଲହୁଣୀ ଆଦି ସଂଗୃହୀତ ହୋଇ ବିକ୍ର କରାଯିବାର ସ୍ଥାନ —୨. Dairy.