ଡାଆଁଣ ବାଆଁଣ ବୁଲେଇବା
ଡାଆଁଣ ବାଆଁଣ ବୁଲେଇବା
ଉଚ୍ଚାରଣ
ସମ୍ପାଦନାଛଳନାକ୍ରମେ କୌଣସି ବ୍ୟକ୍ତିକୁ ଏକ ଏକ ସ୍ଥାନରୁ ଅନ୍ୟ ଅନ୍ୟ ସ୍ଥାନକୁ ନେବା — ୧. (figurative) To lead a person from place to place under various pretexts or under false scents.
(ଯଥା—ଗିରଫଦାରୀ ଆସାମୀ ଚୋରା ମାଲ କେଉଁଠାରେ ଅଛି ଏହା ଦେଖାଇବା ନିମନ୍ତେ ୩ ଦିନ ହେଲା ପୁଲିସ ଜମାଦାରଙ୍କୁ ଡାଆଁଣ ବାଆଁଣ ବୁଲାଉଛି)
- ୨. (ଲକ୍ଷଣାର୍ଥ) ହଇରାଣ କରିବା — ୨. (figurative) To harass.