ଡହକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦହ ଧାତୁ;ସଂସ୍କୃତ - ଧୁକ୍ଷ ଧାତୁ= ସଂଦୀପନ( ସମ୍ପାଦନା

୧. ଡହକିବା କ୍ରିୟାର ଣିଜନ୍ତି ରୂପ —୧. The causative from of Ḍahakibā.
୨. ନିଆଁକୁ ଫୁଙ୍କିବା ବିଞ୍ଚି ଭଡ଼ କରିବା — ୨. To fan fire into a blaze; to cause to blaze.