ଡର ମାଡିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଅମୁକକୁ) ଭୟ ବୋଧ ହେବା — Being afraid; being overpowered with a feeling of dread.

(ଯଥା— ଏ କାମ କରିବାକୁ ମୋତେ ଭାରି ଡର ମାଡୁଛି )