ଡରେଇ ହରେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସହଚର ଶବ୍ଦ) ସମ୍ପାଦନା

୧. ନାନାପ୍ରକାରେ ଭୟ ଦେଖାଇ —୧. By holding out dread.

ଅଳି କରି ଡରେଇ ହରେଇ ମୋ ପାଖରୁ ଟଙ୍କା ପଇସା ନିଏ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଧମକା ଚମକା କରି — ୨. By repeated threats.