ଡରି ମରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ସର୍ବଦା ଆଶଂକିତ ହେବା; ଭୟରେ ସମୟ ବିତାଇବା —To lead a life of dread; to pass one's ḍays in fear.

ଗଗନ ସଲିଳ ଚାହିଁ ହଂସକୁଳ, ଦିନଯାଏ ଡରି ମରୁ ମରୁ କବିସୂର୍ଯ୍ୟ ସଙ୍ଗୀତ