ଡରି ମରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ଡରିବା ଓ ମରିବା କ୍ରିୟାଦ୍ୱୟର ଅସମାପିକ ରୂପ କ୍ରି. ବିଶେଷଣ - ରୂପେ ବ୍ୟବହୃତ) ସମ୍ପାଦନା

୧. ଅତ୍ୟନ୍ତ ଭୀତ ହୋଇ; ମନରେ ବିଶେଷ ଭୟ ରଖି — ୧. With great fear; with a great dread.

କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି କବିସୂର୍ଯ୍ୟ ସଙ୍ଗୀତ

୨. ଭୟର କାରଣରୁ —୨. On account of dread.