ଡରାଣ
ଡରାଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଭୟ ଦେଖାଇବା — ୧. Frightening; causing dread.
- ୨. ଧମକ —୨. Threatening; threat.
କାହା ହାସ କୁହାଇବି କାମ ଡରାଣକୁ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୩. ଏକ ବ୍ୟକ୍ତିଦ୍ୱାରା କୌଣସି କାର୍ଯ୍ୟର ସୁସମ୍ପାଦନର ଆଶାକୁ ଦୃଢ଼ତର କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ବ୍ୟକ୍ତି— ଠାରୁ ନିଆଯିବା ଜାମିନ୍ନାମା — ୩. A formal security bond or bail bond taken from a ୩rd person.