ଡରାଇବା
ଡରାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଦର
ସମ୍ପାଦନା- ୧. ଡରିବା କ୍ରିୟାର ଣିଜନ୍ତ— ରୂପ —୧. The causative from of 'ḍaribā'
- ୨. ଭୟ ଦେଖାଇବା —୨. To frighteni to cause alarm; to terrify.
କୁଟା ଗୁଡ଼ିକରେ ମୁଁ ଖୁଣ୍ଟାଏକ କଲି ହୋମ କରୁଥିଲେ ସେ ଋଷିଙ୍କି ଡରାଇଲି କୃଷ୍ଣସିଂହ. ମହାଭାରତ. ଆଦି
- ୩. ଧମକାଇବା —୩. To threaten.
- ୪. ମାରିବାକୁ ବା ଆଘାତ କରିବାକୁ ଧମକାଇବା — To threaten to beat or strike.
ରଚି ସବ୍ରୀଡ଼ ହ୍ରାସ, ଶ୍ରବଣ ଅବତଂସ ଡରାଇ ଉଞ୍ଚାଇଲେ ଚମ୍ପା ଦେହା କବିସୂର୍ଯ୍ୟ. ସଙ୍ଗୀତ
[ ଦ୍ର— ଏ କ୍ରିୟାର ଅସାମପିକାରୂପ ସଙ୍ଗେ ଦେବା, ପକା(କେ) ଇବା କ୍ରିୟାର ସମାପିକାରୂପ ଯୁକ୍ର ହୁଏ ]