ଡରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଦର ସମ୍ପାଦନା

୧. ଡରିବା କ୍ରିୟାର ଣିଜନ୍ତ— ରୂପ —୧. The causative from of 'ḍaribā'
୨. ଭୟ ଦେଖାଇବା —୨. To frighteni to cause alarm; to terrify.

କୁଟା ଗୁଡ଼ିକରେ ମୁଁ ଖୁଣ୍ଟାଏକ କଲି ହୋମ କରୁଥିଲେ ସେ ଋଷିଙ୍କି ଡରାଇଲି କୃଷ୍ଣସିଂହ. ମହାଭାରତ. ଆଦି

୩. ଧମକାଇବା —୩. To threaten.
୪. ମାରିବାକୁ ବା ଆଘାତ କରିବାକୁ ଧମକାଇବା — To threaten to beat or strike.

ରଚି ସବ୍ରୀଡ଼ ହ୍ରାସ, ଶ୍ରବଣ ଅବତଂସ ଡରାଇ ଉଞ୍ଚାଇଲେ ଚମ୍ପା ଦେହା କବିସୂର୍ଯ୍ୟ. ସଙ୍ଗୀତ

[ ଦ୍ର— ଏ କ୍ରିୟାର ଅସାମପିକାରୂପ ସଙ୍ଗେ ଦେବା, ପକା(କେ) ଇବା କ୍ରିୟାର ସମାପିକାରୂପ ଯୁକ୍ର ହୁଏ ]