ଡର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର; ପ୍ରା. ଡର) ସମ୍ପାଦନା

୧. ଭୟ; ତ୍ରାସ —୧. Dread; terror; fear; alarm.

ନୀପ ଉପବନ ନିକଟ ସ୍ପରଶକୁ ଯେବେ ଡର କବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗୀତ

୨. ଅନିଷ୍ଟାଦିର ଆଶଙ୍କା —୨. Apprehension.

ଡର ନାହିଁ କି ହେ ପର ତରୁଣୀ ହରଣୁ କବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗୀତ