ଡମ୍ୱର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଡନ୍ୱ୍ ଧାତୁ =ପ୍ରେରଣ କରିବା +ଅର) ସମ୍ପାଦନା

୧. ଉଦ୍ଧତ —୧. Arrogant.
୨. ବିଖ୍ୟାତ —୨. Noted; celebrated.
୩. ଉତ୍କୃଷ୍ଟ —୩. Excellent.

ବିଶେଷ୍ୟ - ସମ୍ପାଦନା

୧. ଉତ୍କୃର୍ଷ —୨. Excellence.
୨. ଔଦ୍ଧତ୍ୟ; ଗର୍ବ —୨. Arrogance; pride.

ଶମ୍ୱରପର କମ୍ୱଳ ସମଦାୟ ଡମ୍ୱର ଦଳିଲେ ଲମ୍ୱୁ ଚିକୁରବତୀ କବିସୂର୍ଯ୍ୟ. ସଙ୍ଗୀତ


୩. ପ୍ରକାଶ — ୩. Manifestation; appearance.

କନକ ଦର୍ପଣ ବଦନ ମଣ୍ଡଳ ଗଲା ପ୍ରସାଦ ଡମ୍ୱରକୁ ଦୀନକୃଷ୍ଣ. ରସକଲ୍ଲୋଳ

୪. ଆଡ଼ମ୍ୱର —୪. Ado; grander.
୫. ସମୂହ; ରାଶି — ୫. Assemblage; collection; mass (Apte.)
୬. ବିସ୍ତାର —୬. Extension.
୭. ବିଳାସ —୭. Sport.
୮. ସାଦୃଶ୍ୟ — ୮. Resemblance; likeness (Apte.)

କଦମ୍ୱ ଜଳଦଡ଼ମ୍ୱର ବିଳାସୀ ରାଧାନାଥ. ଚିଲିକା