ଡମାଡଉଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଡମାଡୋଲ, ଡମାଡୌଲଅନ୍ୟରୁପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅମିତବ୍ୟୟୀ — ୧. Extravagant; spendthrift.
୨. ଅସ୍ଥିର —୨. Restless.
୩. ଅବ୍ୟବସ୍ଥିତଚିତ୍ତ —୩. Fickle-minded.

ବିଶେଷ୍ୟ - ସମ୍ପାଦନା

୧. ଅଯଥା ଅଡ଼ମ୍ୱର — ୧. Pomp; outward grandeur.
୨. ଗୋଳମାଳ; ଘୋଘା — ୨. Uproar; tumult; disorder.
୩. ଧରାପଗଡ; ଘଣ୍ଟାଚକଟା — ୩. Hurly-burly; a violent agitation.