ଡମରୁମଧ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡମରୁମଧ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି; ଡମରୁ+ମଧ୍ୟ) ସମ୍ପାଦନା

ଡମରୁ ପରି ଯାହା ମଧ୍ୟ ବା କଟିଭାଗ ସରୁ — Slender in the middle.

ବିଶେଷ୍ୟ - (ଭୁଗୋଳପରିଭାଷା) ସମ୍ପାଦନା

ଯୋଜକ — (Geography) Isthmus.