ଡମରୁମଧ୍ୟ

ଉଚ୍ଚାରଣ

ସମ୍ପାଦନା
(ଡମରୁମଧ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି; ଡମରୁ+ମଧ୍ୟ)

ସମ୍ପାଦନା

ଡମରୁ ପରି ଯାହା ମଧ୍ୟ ବା କଟିଭାଗ ସରୁ — Slender in the middle.

ବିଶେଷ୍ୟ - (ଭୁଗୋଳପରିଭାଷା)

ସମ୍ପାଦନା

ଯୋଜକ — (Geography) Isthmus.