ଡମରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଡମ୍=ଅନୁକରଣଧ୍ୱନି+ରୁ ଧାତୁ= ଯିବା, ପାଇବା+ କର୍ତ୍ତୃ. ଉ; କିମ୍ୱା ଡମ୍ ଧାତୁ=ବାଦ୍ୟ ବଜାଇବା +ସଂଜ୍ଞାର୍ଥେ ଅରୁ) ସମ୍ପାଦନା

ମଝି ସରୁ ଓ ଦୁଇପାଖ ଚଉଡ଼ା ଚର୍ମବାଦ୍ୟବିଶେଷ —A small double-faced drum in the shape of an hour-glass.

[ ଦ୍ର—ଏହାର ମଝିରେ ଖଣ୍ଡେ ଦଉଡ଼ାରେ ଗୋଟିଏ କଉଡ଼ି ବା ଶିଶା ଗୋଲା ଝୁଲୁଥାଏ ଏହାକୁ ମଝିରୁ ଧରି ହଲାଇଲେ ସେ କଉଡ଼ିଟି ଦୁଇପାଖର ଚମଡ଼ାରେ ବାଜି ଡିବି ଡିବି ବା ଡମ୍ ଡମ୍ ଶବ୍ଦ ଉତ୍ପନ୍ନ କରେ; ଏହା ଶିବଙ୍କର ବାଦ୍ୟ ]