ମୁଖ୍ୟ ସୂଚୀ ଦେଖିବେ

ଉଇକିଅଭିଧାନ β

ଡମନ୍

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଦେଶଜ - ଅ (ଜାହାଜିଆ ଶବ୍ଦ)ସମ୍ପାଦନ କରନ୍ତୁ

(ପାଲଟଣା ଡଙ୍ଗା ବା ଜାହାଜର ପାଲକୁ ତଳକୁ ଟାଣିଦେବା ଆବଶ୍ୟକ ହେଲେ ନାଉରିମାନେ ଏହି ଶବ୍ଦ ବ୍ୟବହାର କରନ୍ତି; ଏହାର ଅର୍ଥ) ପାଲକୁ ତଳକୁ ଟାଣିଦିଅ — (nautical term) Lower the sail.