ଡମଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କବାଟକୁ ଝୁଲାଇବା ନିମନ୍ତେ ଚଉକାଠରେ ଲାଗିଥିବା ଶୃଙ୍ଗ ବା କୀଳକବିଶିଷ୍ଟ ଧାତୁଖଣ୍ଡ — ୧. Pintle.

[ ଦ୍ର— ଏହି ଶୃଙ୍ଗରେ କବାଟରେ ଲାଗିଥିବା କବିଜାର ଛିଦ୍ର ପଶିଲେ କବାଟ ଝୁଲି ରହେ ଚୌକାଠରେ ଲଗାଯିବା ଲୌହଖଣ୍ଡକୁ ଡମଣୀ ଓ କବାଟରେ ଲଗାଯିବା ଲୌହ— ଖଣ୍ଡକୁ କବିଜା ବୋଲାଯାଏ ]

ସ୍ତ୍ରୀ ===

ଅନୁବାଦ ସମ୍ପାଦନା

୨. ଡମର ସ୍ତ୍ରୀ — ୨. A female of the 'Dome' class.