ଡମଣୀ
ଡମଣୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କବାଟକୁ ଝୁଲାଇବା ନିମନ୍ତେ ଚଉକାଠରେ ଲାଗିଥିବା ଶୃଙ୍ଗ ବା କୀଳକବିଶିଷ୍ଟ ଧାତୁଖଣ୍ଡ — ୧. Pintle.
[ ଦ୍ର— ଏହି ଶୃଙ୍ଗରେ କବାଟରେ ଲାଗିଥିବା କବିଜାର ଛିଦ୍ର ପଶିଲେ କବାଟ ଝୁଲି ରହେ ଚୌକାଠରେ ଲଗାଯିବା ଲୌହଖଣ୍ଡକୁ ଡମଣୀ ଓ କବାଟରେ ଲଗାଯିବା ଲୌହ— ଖଣ୍ଡକୁ କବିଜା ବୋଲାଯାଏ ]
ସ୍ତ୍ରୀ ===
ଅନୁବାଦ
ସମ୍ପାଦନା- ୨. ଡମର ସ୍ତ୍ରୀ — ୨. A female of the 'Dome' class.