ଡଭର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡମ୍ୱର) ସମ୍ପାଦନା

ବାହ୍ୟାଡ଼ମ୍ୱର; ଭୋର୍ — Pomp; granderur.

ବିଶେଷଣ - ସମ୍ପାଦନା

୧. ଦେଖାସୁନ୍ଦର; ରୂପସୁନ୍ଦର; ଡଉଲଡାଉଲ — ୧. Showy.
୨. ସ୍ଥୁଳକାୟ —୨. Fat; thick.