ଡବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡବ୍ୱା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ବି=ଅଣକ) ସମ୍ପାଦନା

୧. ଛୋଟଧାତୁମୟ ଫରୁଆ — ୧. A small metal case.
୨. ରେଳ ଗାଡ଼ିର ଗୋଟିଏ କୋଠରି — ୨. Railway compartment.
୩. ବାଗିନୀ; ରେଳ ଗାଡ଼ିର ଏକ ଖଣ୍ଡ — ୨. Railway carriage or waggon