ଡବଲ ପ୍ରମୋସନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି (ଇଂ) ସମ୍ପାଦନା

ସାଧାରଣ ଛାତ୍ର ବାର୍ଷିକ ପରୀକ୍ଷାରେ ବର୍ଷ ଶେଷରେ ଏକ ଶ୍ରେଣୀରୁ ତଦୁର୍ଦ୍ଧ୍ୱ ଶ୍ରେଣୀକୁ ଉନ୍ନୀତ ହେବା ପରି ଉନ୍ନୀତ ନହେଇ ଉକ୍ତୃଷ୍ଟ ଛାତ୍ର ଏକାଥରକେ ଗୋଟିଏ କ୍ଳାସକୁ ଟପି ତାହା ଉପର କ୍ଳାସକୁ ପାଇବା ପ୍ରମୋସନ —Double promotion.

[ଦ୍ରଷ୍ଟବ୍ୟ — ସାଧାରଣତଃ ସ୍କୁଲରେ ଏକଶ୍ରେଣୀରେ ପଢୁଥିବା ଛାତ୍ରମାନେ ବାର୍ଷିକ ପରୀକ୍ଷାରେ ପାଶ୍ କଲେ ଉପର ଶ୍ରେଣୀକୁ ପ୍ରମୋସନ୍ ପାଆନ୍ତିକିନ୍ତୁ କୌଣସି କୌଣସି ଅସାଧାରଣ ବୁଦ୍ଧିଯିବୀ ଛାତ୍ରର ଅସାଧାରଣ ପାଠୋନ୍ନିତ ଦେଖାଗଲେ ଶିକ୍ଷକମାନେ ତାକୁ ଡ଼ବଲପ୍ରମୋସନ୍ ଦିଅନ୍ତି ଅର୍ଥାତ୍ ଉକ୍ତ ଛାତ୍ରକୁ ଏକାବର୍ଷକେ ଉପରକ୍ଳାସକୁ ଟପାଇ ତହିଁ ଉପର କ୍ଳାସକୁ ଉଠାଇ ଦିଅନ୍ତି]