ଡବଲ୍ ଲକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ଦୋହରା କୋଲପ; ଜୋଡ଼ି କୋଲପ —Double lock.

[ଦ୍ରଷ୍ଟବ୍ୟ — କୌଣସି ସିନ୍ଦୁକ ବା ବାକ୍ସ ବା ଘରେ ଥିବା ଧନ ବା କାଗଜପତ୍ରକୁ ଅପେକ୍ଷାକୃତ ନିରାପଦ କରିବା ପାଇଁ ସେଠାରେ ୨ଟି କୋଲପ ପଡ଼େ ଓ ଦୁଇ କୋଲପର ୨ଟି ଚାବି ପୃଥକ୍ ୨ ଜଣଙ୍କଠାରେ ଥାଏ; ଜଣେ କେହି ତାକୁ ଫିଟାଇ ପାରିବେ ନାହିଁ ୨ ଜଣଙ୍କ ରାଜି ହେଲେ ତାହା ଫିଟେ]