ଡବଲ୍ ନିମୋନିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡବ୍ଲ ନ୍ୟୁମୋନିଆ) ସମ୍ପାଦନା

ଯେଉଁ ମାରାତ୍ମକ ବାତକଫ ରୋଗ ଫୁସ୍— ଫୁସ୍ ଯନ୍ତ୍ରର ଉଭୟ ପାଖକୁ ଆକ୍ରମାଣ କରେ ଓ ଯହିଁରେ ଦୁଇ ପାଖରେ ଫୁସ୍ ଫୁସ୍ରେ ପ୍ରଦାହ ଓ ଶୋଥ ହୁଏ —Double pneumonia