ଡବଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡବ୍ଲ) ସମ୍ପାଦନା

ଦ୍ୱିଗୁଣ ପରିମାଣ ବା ସଂଖ୍ୟା — Double quantity or number.

ବିଶେଷଣ - ସମ୍ପାଦନା

୧. ଦ୍ୱି ଗୁଣିତ —୧. Doubled.
୨. ଦ୍ୱି ଗୁଣ ପରିମିତ —୨. Double.