ଡବଡବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ. ସମ୍ପାଦନା

୧. ଜଳପୂର୍ଣ୍ଣ ମାଠିଆର ମୁହ ତଳକୁ କରି ପାଣି ଅଜାଡ଼ିଲେ ଯେଉଁ ଶବ୍ଦ ହିଏ — ୧. Sound peoduced by water when poured out from an upturned pot.
୨. ଆକଣ୍ଠପୂର୍ଣ୍ଣ ଜଳକୁମ୍ଭ ବା ପଇଡ଼କୁ ହଲାଇଲେ ତହିଁରୁ ଜାତ ହେବା ଶବ୍ଦ —୨. Sound produced by a pot or an unripe cocoanut more than half full of water.
୩. ଚମଡ଼ା ଓଦା ହୋଇଥିବା ଢୋଲକୁ ବଜାଇଲେ ଯେପରି ଶବ୍ଦ ହୁଏ —୩. Muffled sound as of a wet drum

କ୍ରି. ବିଶେଷ୍ୟ - ସମ୍ପାଦନା

ଅଜସ୍ର ଭାବରେ; ବିଶେଷ ପରିମାଣରେ (ଜଳ ଅଜାଡ଼ିବା) —Profusely;in torrents (said of gushing tears or water)

ଡବ ଡବ ବରି ନିଃସରିବ ଚାରି ପହରେ ନୟନ ଯୁଗୁଁ କବିସୂର୍ଯ୍ୟ କିଶୋରୀ ଚମ୍ପୁ ଡ ଗୀତ