ଡଣ୍ଡକରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଡଣ୍ଡ ପେଲିବା,ଡଣ୍ଡ ମାରିବା, ଡଣ୍ଡ ପକା(କେ)ଇବା.ଡଣ୍ଡ ସାଧିବାଅନ୍ୟରୁପ

ଦେଶଜ - କ୍ରି.

ସମ୍ପାଦନା

ଭୂମିରେ ଦୁଇ କରତଳ ଓ ଦୁଇ ପଦତଳର ଭାର ରଖି ନାନା ପ୍ରକାରେ ଶରୀର ଚାଳନ କରିବା — To practise the Ḍaṇḍa Exercise.