ଡଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ସଂସ୍କୃତ - ଦଣ୍ଡ.ଭୂମିରେ ପ୍ରଥମେ ଦଣ୍ଡବତ୍ ଅବସ୍ଥାନ କରି ଏହା ସାଧନା କରାଯିବାରୁ) ଦଣ୍ଡ; ଏକପ୍ରକାର ବ୍ୟାୟାମ ବା କସରତ, ଯହିରେ ଦୁଇ କରତଳ ଓ ଦୁଇ ପଦତଳରେ ପଞ୍ଚାକୁ ଭୂମିରେ ସ୍ଥାପନ କରି ସମସ୍ତ ଦେହର ଭାର ସେହି ଚାରି ସ୍ଥାନର ରଖି ପ୍ରଥମେ ଦେହକୁ ଭୂମିରେ ସମାନ୍ତର କରି ଅବସ୍ଥାନ କରାଯାଏ,ଓ କର— ତଳ ଏବଂ ପଦତଳକୁ ତତ୍ତତ୍ ଅବସ୍ଥିତିର ସ୍ଥିର କରି ରଖି ଦେହର ଅନ୍ୟ ସମସ୍ତ ଅଂଶକୁ ନାନା ପ୍ରକାରେ ଚାଳିତ କରାଯାଏ — A kind of athletic exercise.