ଡଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଦ୍ରୋଣ ଦ୍ରୋଣୀ=ଅଣ୍ଡାକାର କାଷ୍ଠପାତ୍ର— ବିଶେଷ, ଲମ୍ୱ କା଼ଠୁଆ; ଦ୍ରୋଣୀ=ଡଙ୍ଗା) ସମ୍ପାଦନା

୧. ଛୋଟ ନାବ;ନାହା; ନୌକା — ୧. A small country-boat.
୨. ନୌକାକରେ ପାତ୍ର; ଦ୍ରୋଣୀ — ୨. A reservoir or cup shaped like a boat; boat-shaped cup or water-vessal; an oval wooden vessel.

[ଦ୍ରଷ୍ଟବ୍ୟ — ବସ୍ତୁତଃ ଦେଖାଯାଏ ଯେ ବଡ଼ଲୋକଙ୍କର ବିବାହାଦି ଉତ୍ସବ ଉପଲକ୍ଷେ ପିଇବା ଓ ହାତଗୋଡ଼ ଧୋଇବାପାଇଁ ବିଶେଷ ପରିମାଣରେ ପାଣି ଲୋଡ଼ା ହୁଏ ଓ ଏଥିପାଇଁ ଡଙ୍ଗା ଗୋଟିଏ ଆଣି ଭଇଁରେ ରଖି ସେଥିରେ ପାଣି ଭରତି କରି ରଖାଯାଏ

୩. ଡଙ୍ଗା ମଟାମ (ଦେଖ) - — ୩. Ḍaṅgā maṭāma (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଗୋଟିଏ ଗଛରେ ଭିତର ଅଂଶ ଖୋଳା ଯାଇ ପ୍ରସ୍ତୁତ ହେଇଥିବା ସାନ ନାହା;ସାପୁଆ ଡଙ୍ଗା;ହୁଳୀ ଡଙ୍ଗା — A small boat made by excavating a tree; dug-out.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

କୁଣ୍ଡ —Crater; bucket.