ଡଙ୍କା ପିଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଡଙ୍କା ବଜା (ଜେ)ଇବା—ଅନ୍ୟରୂପ଼]

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ନାଗରା ବା ଡେଙ୍ଗୁରା ବଜାଇ କୌଣସି କଥା ଘୋଷଣା କରବା; ରାଷ୍ଟ୍ର କରିବା —To proclaim by beat of drum; to publish anything.