ଡଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ଢକ୍କା) ସମ୍ପାଦନା

୧. ଦୁନ୍ଦୁରି; ଧେଣ୍ଡୁରା; ନାଗରା; ଡେଙ୍ଗୁରା —୧. A drum; tomtom.
୨. (ସଂସ୍କୃତ - ଦ୍ରୋଣକ; ଦଣ୍ଡ; ଦର୍ବିକା)—ଅଣକ — ୨. A wooden ladle or spoon.

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ଲୁହା ବା ପିତଳର କରଚୁଲି — A metal ladle.