ଡଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଙ୍ଗ ଧାତୁ=ଗତି) ସମ୍ପାଦନା

୧. ବୃକ୍ଷ ଓ ଲତାର କୋମଳ ଅଗ୍ରଭାଗ —୧. The tendrils or sprouts of a creeper or plant;temder shoots of plant.

କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି ଫକୀରମୋହନ. ଛଅମାଣ ଆଠଗୁଣ

୨. କୌଣସି ଲମ୍ୱ ପଦାର୍ଥର ସରୁ ଅଗ — ୨. The slender top of a long thing.
୩. ସାପ —୩. Serpent.
୪. ପ୍ରାଣୀର ବେକ —୪. Neck of animal.
୫. ବେକମୁଣ୍ଡା — ୫. Nape of the neck.
୬. (ସଂସ୍କୃତ - ଦଂଶ) ସାପର ବିଷଦାନ୍ତ — ୬. The fangs of a serpent.

ମରମେ ଗଲା ଡଙ୍କ ହାଣି କିମ୍ପା ନଦେଇ ଗଦ ଆଣି ଭୂପତି, ପ୍ରେମପଞ୍ଚାମୃତ

୭. ନୀହୁଡ଼ —୭. The sting of venomous animals.