ଡଗରାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଡଗରାର କାର୍ଯ୍ୟ — ୧. The duty or post of a Dagarā
୨. ଡଗରାକୁ ପ୍ରଦତ୍ତ ଜାଗିରୀ-୨. Service-tenure granted to a Dagarā

[ଦ୍ରଷ୍ଟବ୍ୟ —ଡଗରା ବା ଖଣ୍ଡାଏତ ବା ପାଇକସଦୋରମାନଙ୍କୁ ଓଡ଼ିଶାର ସ୍ୱାଧୀନ ରାଜାଙ୍କର ଓ ମହଟ୍ଟାଙ୍କ ଅମଳରେ ଦିଆ ଯାଇ ଥିବା ବୃତ୍ତି ଆଜି ପର୍ଯ୍ୟନ୍ତ ଡଗରାଇ ଜଗିପୀ ନାମରେ ଖ୍ୟାତ ଓ ତାହା ସାବଳ ଡଗରାମାନେ ଅନ୍ୟ ବ୍ୟକ୍ତିକୁ ହସ୍ତାନ୍ତର କରିଥିବାରୁ ଗଭର୍ଣ୍ଣମେଣ୍ଟ ତହିଁରେ ଜମା ଧାର୍ଯ୍ୟ କରି ତାହାକୁ ସ୍ୱତନ୍ତ୍ର ଜମିଦାରୀରେ ପରିଣତ କରିଅଛନ୍ତି ଏ ଜମିମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆରାଜି ଡଗରାଇ ଜାଗିରୀ ବାଯ୍ୟପ୍ତି (ଯହିର ସାଙ୍କେତିକ ଆରବୀ - ଡ.ଜା.ବା. ଯଥା— ଆରବୀ - ଡ.ଜା.ବା. ମୌ କମାପୁର ଓଗ୍ର) ବୋଲି ସରକାରୀ ସିରସ୍ତାରେ ଲେଖା ଯାଉଅଛି]

୩. ଯେ ଡେଙ୍ଗୁରା ଦିଏ —୩. A drummer.

ବିଶେଷଣ - ସମ୍ପାଦନା

ଡଗରା ସମ୍ୱନ୍ଧୀୟ —perraining to a Ḍagarā