ଡଗଡଗ (ଚାଲିବା)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦକ୍ଷ; ସଂସ୍କୃତ - ତକ ଧାତୁ= ଗତି କରିବା) ସମ୍ପାଦନା

୧. ଶ୍ରୀଘ୍ର ଶ୍ରୀଘ୍ର (ଚାଲିବା) — ୧. (to walk) Briskly or hastily.

ଡଗଡଗ ସେ ଶକ୍ତିରୁ ଉଠୁଛି ତପିତ ପ୍ରୀଚୀ. ବ୍ରହ୍ମନିରୁପଣ ଗୀତ

୨. ଲମ୍ୱ ଲମ୍ୱ ପାହୁଣ୍ଡ ପକାଇ (ଚାଲିବା) — ୨. (to walk) With long strides; in a stalking manner.

ମୁଁ ଯେ ବଗ—ଚାଲେ ଡଗଡଗ ଶିଶୁଗୀତ