ଡକେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଡାକିବା କ୍ରିୟାର ଣିଜନ୍ତ ରୂପ — ୧. Causative of Ḍākibā
୨. ଡାକି ଆଣିବା ନିମନ୍ତେ ଲୋକ ପଠାଇବା — ୨. To call for; to send for.

ଶକୁନି ଦୁଃଶାସନ କର୍ଣ୍ଣେ ଡକାଇଲେ— କୃଷ୍ଣସିଂହ. ମହାଭାରତ. ବନ

୩. ତଲବ କରିବା; ଉପସ୍ଥିତ ହେବାପାଇଁ ସଂବାଦ ପ୍ରେରଣ କରିବା —୩. To summon.


୪. ଚିତ୍କାର କରିବାକୁ ବାଧ୍ୟ କରିବା — ୪. To cause a person to short.