ଡକା ପାଡ଼ିବା
ଡକା ପାଡ଼ିବା
ବିଷୟସୂଚୀ
ଓଡ଼ିଆସମ୍ପାଦନ କରନ୍ତୁ
ଉଚ୍ଚାରଣସମ୍ପାଦନ କରନ୍ତୁ
ଅନୁବାଦସମ୍ପାଦନ କରନ୍ତୁ
(ଡକା ପାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -ସମ୍ପାଦନ କରନ୍ତୁ
- ୧. ଉଚ୍ଚୈଃସ୍ୱରରେ ଶବ୍ଦ କରିବା — ୧. To utter a loud cry.
ସେଠାରୁ ସେହି ଶ୍ୱାନ ଡକାପାଡ଼ି ଗଲା କୃଷ୍ଣସିଂହ. ମହାଭାରତ ଆଦି
- ୨. ଉଚ୍ଚୈଃସ୍ୱରରେ କାନ୍ଦିବା; କାନ୍ଦ— ବୋବାଳି କରିବା —୨. To lament loudly; to wail.
ମାତାମାନେ ତାହା ଦେଖିଣ ଦୁଃଖୀ ହୋଇ ପାଡ଼ିଲେ ଡ଼କା ଭଜେ ବଦନ ଶୁଖାଇ କୃଷ୍ଣସିଂହ. ମହାଭାରତ. ବନ