ଡକା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ବଡ଼ ପାଟିକରି କହିବା; ରଡ଼ି କରିବା — To speak in a very loud coice; to shout.

କି କରୁଛ ବ୍ରାହ୍ମଣ ବୋଲି କଲେ ଡକା— କୃଷ୍ଣସିଂହ ମହାଭାରତ ବନ