ଡକାମଝା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ

ସମ୍ପାଦନା

ଡାକି କଟି; ଯେଉଁ ସ୍ତ୍ରୀର କଟି ଡମରୁ ପରି ସରୁ; ଡମରୁମଧ୍ୟା —Slender-waisted.

ଡାକି କରିଗତି ତୋତେ, ଡାକି କରିଆଛି ଡକାମଝା ସରି ନୁହଁଇ ମୁଁ କଦାଚିତେ କବିସୂର୍ଯ୍ୟ. ଚମ୍ପା ଗୀତ