ଡକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଡାକିବା କ୍ରିୟାର ଣିଜନ୍ତ ରୂପ — ୧. Causative of Ḍākibā
୨. ଡାକି ଆଣିବା ନିମନ୍ତେ ଲୋକ ପଠାଇବା — ୨. To call for; to send for.

ଶକୁନି ଦୁଃଶାସନ କର୍ଣ୍ଣେ ଡକାଇଲେ— କୃଷ୍ଣସିଂହ. ମହାଭାରତ. ବନ

୩. ତଲବ କରିବା; ଉପସ୍ଥିତ ହେବାପାଇଁ ସଂବାଦ ପ୍ରେରଣ କରିବା —୩. To summon.
୪. ଚିତ୍କାର କରିବାକୁ ବାଧ୍ୟ କରିବା — ୪. To cause a person to short.