ଡକାଇତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଳ ପ୍ରୟୋଗପୂର୍ବକ ଦଳବନ୍ଧ ଦସ୍ୟୁଙ୍କଦ୍ୱାରା ଲୁତତରାଜ; ଦଳବଦ୍ଧ ହୋଇ ଲୁଣ୍ଠନ କରିବା —Dacoity; gang robbery.

[ଦ୍ରଷ୍ଟବ୍ୟ —ଭାରତୀୟ ଦଣ୍ଡବିଧି ଆଇନର ୩୯୧: ଦଫାରେ ଡକାୟିତି ଅପରାଧର ସଂଜ୍ଞା ଦିଆ ଯାଇଅଛି ୫ ଜଣରୁ ଅଧିକ ବ୍ୟକ୍ତି ଚୋର କରିବା ବା ଜବରଦସ୍ତି ଜିନିସ ଛଡ଼ାଇନେବା ସମ୍ପର୍କରେ ବଳ ପ୍ରୟୋଗ କଲେ ବା କାହାରିକୁ ଆଘାତ ବା ହତ୍ୟା କଲେ ବା କରିବାକୁ ଭୟ ଦେଖାଇଲେ ଉକ୍ତ ଅପରାଧକୁ ଡ଼କାଇତି ବୋଲାଯାଏ ଏହା ଗୋଟିଏ ଗୁରତ୍ୱର ଅପରାଧ ଓ ଏଥିରେ ଦଣ୍ଡବିଧାନ ୩୯୫: ଦଫାରେ ଅଛି]