ଡକଡକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡକଡକୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ଓ ବିଶେଷ୍ୟ - ଫୁ. (ସଂସ୍କୃତ - ଢକ୍କା; ଯେ ସବୁ କଥାକୁ ନାଗରା ପିଟି ଘୋଷଣା କରିବା ଭଳି ସବୁଆଡ଼େ କହି ବୁଲେ) ସମ୍ପାଦନା

୧. ଡବଡବା; ଯେଉଁ ଲୋକ ପେଟରେ କିଛି କଥା ଗୋପନ ନ ରଖି କହି ବୁଲେ — ୧. Babbler; one who babbles out secrets.
୨. ଯେଉଁ ଲୋକ ଅସମ୍ଭବ ଆଶ୍ଚର୍ଯ୍ୟଜନିକ କଥାମାନ ଗପେ; ଅତୁକ୍ତିକାରକ — ୨. A marvel -teller; an exaggerator.
୩. ବାବଦୁକ; ଗପଡ଼ୀ —୩. Talktive; garrulous.