ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଡଅଁର
ଭାଷା
ଦେଖିବେ
ସମ୍ପାଦନା
ଡଅଁର
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର=ଗର୍ତ୍ତ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ḍa-añra
ଆଇ.ପି.ଏ.
— ɖʌˈɔ̃ɾɔ
ଅନୁବାଦ
ସମ୍ପାଦନା
ଡଅଁର
ବଙ୍ଗାଳୀ:
ডহঁর
,
উওঁর
(ଡଁଅର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର=ଗର୍ତ୍ତ)
ସମ୍ପାଦନା
୧. ପାଣି ଭଉଁରିର ତୋଡ଼ଦ୍ୱାରା ନଦୀ ଗର୍ଭରେ ହୋଇଥିବା ଗର୍ତ୍ତ ବା ଖାଲ — ୧. Deep pools grooved by eddies in the river-bed.
୨. ଜଳ ଭଉଁରି —୨. Eddy.
୩. ନଦୀର ଗଭୀର ଅଂଶ — ୩. Deep part of a river.