ଠୋ କରି
ଠୋ କରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠୋକିନା; ଠୋକିନି, ଠୋକିରି; ଠୋଦସ୍ଅନ୍ୟରୂପ
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. (ସଂସ୍କୃତ - ସ୍ପଷ୍ଟ) ଠୋସ୍ କରି; ସ୍ପଷ୍ଟରୂପେ (କହିବା) —୧. (to speak Clearly or plainly.
- ୨. (୨ଟି କଠିନ ବସ୍ତୁର ଆଘାତ ଜନିତ ଧ୍ୱନି) ଠୋ ଶବ୍ଦ ଜାତ କରି; ସଶବ୍ଦରେ —୨. Producing a loud cracking sound.
- ୩. (ସଂସ୍କୃତ - ହଠାତ୍) ହଠାତ୍; ଅଗ୍ର ପଶ୍ଚାତ୍ କିଛି ବିଚାର ନ କରି —୩. Suddenly; without mature consideration.
ଠୋ କରି ଛିଣ୍ଡାଇ ଦେନା କବିସୂର୍ଯ୍ୟ. କିଶୋରଚମ୍ପୁ ଠ ଗୀତ