ଠୋ—ଠୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - (ଧ୍ୱନ୍ୟନୁକରଣ) ଅ (ବହୁବଚନ) ସମ୍ପାଦନା

ଠୋ ଠୋ (ଦେଖ) - Ṭho ṭho (See)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଉଚ୍ଚ ଶବ୍ଦ ଉତ୍ପନ କରି —Producing loud cracking sounds (as of splitting wood).

କାଠ ହାଣୁ ଠୋ ଠୋ, ବାଘ ମାମୁଁ ତୁ ଅଳ୍ପେଇସି ଯା— ଟିପାଟିପି କାହାଣୀ

(ଠୋଓଠା, ଠୋଓଠାଆ—ଅନ୍ୟରୂପ)

ବିଶେଷଣ - ଓ କ୍ରି.ବିଶେଷଣ - ସମ୍ପାଦନା

ଉଚ୍ଚ ଓ ସ୍ପଷ୍ଟ କଥା — Words spoken loudly and distinctly.