ଠୋକ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତବକ; ସ୍ତୋମକ; ପ୍ରା. ଥୋବକ; ସଂସ୍ତୂପ)

ସମ୍ପାଦନା
୧. ସମଷ୍ଟି; ଥୋକ —୧. Sum; total.
୨. ରାଶି; ଗଦା —୨. Heap; mess.