ଠେଙ୍ଗୂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଟଙ୍କ) ସମ୍ପାଦନା

୧. କଟିତଳର ଉପାୟ ପାର୍ଶ୍ୱସ୍ଥ ହାଡ଼ —୧. The upper part of the hip-bone in vertibrate animals; ilium.
୨. ଗୋରୁ ପ୍ରଭୃତି ପଶୁଙ୍କର ଜଙ୍ଘାହାଡ଼ରେ ଉପର ଭାଗ; ବେଁଏଁ ଅଣ୍ଟା ପାଖେ ଶିରା ହାଡ଼ର ଦୁଇ ପାଖକୁ ବାହାରି ଥିବା ହାଡ଼ ଓ ତତ୍ ସଂଲଗ୍ନ ଶରୀରାଂଶ — ୨. The rump of cattle; buttock.