ଠେଁସ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠେସ ଦେବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ପଦାର୍ଥକୁ ଆଶ୍ରୟ କରିବା — ୧. To take the help of prop.
୨. ଦୃଢ଼ ସଂଲଗ୍ନ ହୋଇ ଆଉଜିବା — ୯. To lean against.

କୁନ୍ଦନ କୁମ୍ଭ କୁଚେ ଲେପି ଚନ୍ଦନ ଠେଁସେ ଦିଏ ହୃଦୟର ଭଞ୍ଜ. ଲାବଣ୍ୟବତୀ

୩. ପେଲିବା —୩. To push.