ଠେଁସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠେସିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପେଲିବା — ୧. To push; to jostle.

ରାଣ ବୋଲୁ ଠେଁସି ନଖି ଭାଷି ହସି ପଶିଗଲୁ ଅନ୍ତଃପୁରରେ—କବିସୂର୍ଯ୍ୟ. ସଙ୍ଗୀତ

୨. ଧକା ମାରିବା —୨. To shove.
୩. କଥାକୁ ଅବଜ୍ଞା କରିବା; କଥାନ ମାନିବା — ୩. To be refractory; to resist an order.
୪. କାର୍ଯ୍ୟର ଦାୟିତ୍ୱ ଆପଣା ଉପରେ ଖସାଇବା — ୪. To shirk or shufle responsibility.
୫. ଚାପିବା; କୌଣସି ବସ୍ତୁକୁ ଅନ୍ୟ ବସ୍ତୁରେ ଦୃଢ଼ରୂପେ ସଂଲଗ୍ନ କରିବା —୫. To press.

ଠେଁସୁଥାଇ ଭରେ ଉରଜକୁ—କବିସୂର୍ଯ୍ୟ. ସଙ୍ଗୀତ

୬. ଭରାଦେବା — ୬. To support oneself upon a prop.
୭. ବଳପୂର୍ବକ ଭର୍ତ୍ତି କରିବା — ୭. To ram down; to stuff; cram.
୮. ଅଧିକ ହେବା; ଅପର୍ଯ୍ୟାପ୍ତ ହେବା —୮. To preponderate; to predominate; to exceed.
୯. ଠିଲାଇବା (ଦେଖ) - —୯. Ṭhilāibā (See)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକା(କେ) ଇବା, ନେବା, ଆଣିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]