ଠେଁସାଠେଁସି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠେସାଠେସି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପେଲାପେଲି; ଧକାଧକି; ଠେଲାଠେଲି — ୧. Mutual pushing, jostling.
୨. କଥାରେ ପେଲାପେଲି— ୨ Mutual recrimination.
୩. ଦୁଇ ଜଣଙ୍କର କୌଣସି କାର୍ଯ୍ୟ କରିବା ନିମନ୍ତେ ଅନିଚ୍ଛାସୂଚକ ବିରୋଧ — ୩. Mutual shuffling of work to each other's shoulder.