ଠେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ (ସଂସ୍କୃତ - ସ୍ଥାନେ; ତୁଳ. ପ୍ରା. ଟେ; ୭ମୀ ବିଭକ୍ତିର ଚିହ୍ମ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) ସମ୍ପାଦନା

୧. ଠାଇଁ; ଠାରେ; ସ୍ଥାନରେ —୧. At; in.
୨. ପ୍ରତି; ଆଡ଼େ —୨. For; towards

ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ - (ପ୍ରତ୍ୟୟ) ସମ୍ପାଦନା

(ସେ) ଅଛି; ଛି —(he) is. (a verbal inflexion in the present tense, ୩rd person, singular number).

(ଯଥା—ସେ ପାନିକେ ଯାଇଠେ)