ଠୂଳେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଠୂଳେ (ଦେଖ) - Ṭhḻe (See)

ସବୁ ମିଶାଇ କରି ଗାଏ ଠୂଳେ ପାଇଛ କଚଡ଼ାଏ—ଭୂପତି. ପ୍ରେମପଞ୍ଚାମୃତ

ଅ (ସଂସ୍କୃତ - ସ୍ତୋକ) ସମ୍ପାଦନା

କିଞ୍ଚିତ୍ — A little.

ଇଚ୍ଛା ହୋଇଲେ ଚାଲେ ଠୁଳେ ଇଚ୍ଛା ହେଲେ ରହେ ନିଶ୍ଚଳେ—ପ୍ରାଚୀ ନିର୍ଗୁଣମାହାତ୍ମ୍ୟ