ଠୁଳ କରିବା
ଠୁଳ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ସ୍ଥୂଳ)
ସମ୍ପାଦନା- ୧. ଗଦା କରିବା; ଜମା କରିବା —୧. To heap up; to amass.
- ୨. ସଂଗ୍ରହ କରିବା —୨. To gather up.
- ୩. ବହୁଲୋକଙ୍କୁ ଏକତ୍ର କରାଇବା — ୩. To cause people to gather at a place.
- ୪. ବହୁବସ୍ତୁକୁ ଏକତ୍ର ମିଶାଇବା — ୪. To mix up many things.
- ୫. (ବହୁସଂଖ୍ୟାକୁ) ଯୋଗ କରିବା; ଯୋଗ କରିବା — ୫. To add up; to total.